Kulith Shengule, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ - କୁଲିଥ ଶେନଗୁଲେ
🎬 Watch Now: Feature Video
ହାଇଦ୍ରାବାଦ: କୁଲିଥ ଶେନଗୁଲେ ଆଇଟମ ବିଷୟରେ ଜାଣିଛନ୍ତି କି । କଣ ଏହି ଆଇଟମ ଆଉ ଏହାର ପ୍ରସ୍ତୁତି ପାଇଁ କଣ କଣ ସାମଗ୍ରୀ ଆବଶ୍ୟକ ଜାଣିବା ପାଇଁ ଦେଖନ୍ତୁ କୁଲିଥ ଶେନଗୁଲେ ପ୍ରସ୍ତୁତି ଭିଡିଓ । ଏହାକୁ ଘରେ ବନାନ୍ତୁ ଏବଂ ପରିବାର ଲୋକଙ୍କୁ ପରଷି ଦିଅନ୍ତୁ ।
Last Updated : Feb 3, 2023, 8:26 PM IST