ଗୋଲାପ ପାଖୁଡାରୁ ବି ପ୍ରସ୍ତୁତ ହୋଇପାରେ ମିଲ୍କ ସେକ୍, ଦେଖନ୍ତୁ... - ଗୁଲକନ୍ଦ ମିଲ୍କସେକ୍
🎬 Watch Now: Feature Video
ଗୁଲକନ୍ଦ ଗୋଲାପ ଫୁଲର ଏକ ମିଠା ସଂରକ୍ଷଣ। ଏହା ଗୋଲାପ ଫୁଲରୁ ପ୍ରସ୍ତୁତ, ଏଥିରେ ଚିନି ଓ ମହୁ ମିଶ୍ରିତ କରାଯାଇ ତିଆରି କରାଯାଏ। ଗୋଲାପ କେବଳ ସୁନ୍ଦର ନୁହେଁ ବରଂ ଏହା ଶରୀରକୁ ଥଣ୍ଡା ରଖିଥାଏ। ଗୁଲକନ୍ଦର ସ୍ବାଦ ଚମତ୍କାର। ଏହାକୁ କ୍ଷୀରରେ ମିଶାଇ ପିଇଲେ ସ୍ବାଦ ଭଲ ଲାଗେ। ସ୍ବାଦ ବ୍ୟତୀତ ଏହି ପାନୀୟ ମଧ୍ୟ ଅମ୍ଳତା ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ, ଶରୀରର ତାପମାତ୍ରା ବଜାୟ ରଖେ ଓ ଗୋଲାପ ଫୁଲଗୁଡିକ ଆପଣଙ୍କୁ ସତେଜ କରିବ। ସେବନ କରିବା ପୂର୍ବରୁ ଏହି ମିଲ୍କ ସେକକୁ ତାଜା ଗୋଲାପ ଫୁଲ, ପିସ୍ତା ଓ ବାଦାମରେ ସୁ-ସଜ୍ଜିତ କରାଯାଇଥାଏ।
Last Updated : Jul 29, 2020, 4:35 PM IST