ପ୍ରତି ଘରେ ପରିଚିତ ମସଲା ଚା‘ - କେମିତି ପ୍ରସ୍ତୁତ ହୁଏ ମସାଲା ଚା
🎬 Watch Now: Feature Video
ଚା’ ପ୍ରତି ଥିବା ଭାରତୀୟଙ୍କ ପ୍ରେମର କୌଣସି ସୀମା ନାହିଁ । ଏହି ପ୍ରେମ ଚା’କୁ ପ୍ରତି ଘରେ ପରିଚିତ କରିବା ସହ ଦେଶରେ ଏହାକୁ ବେଶ ଲୋକପ୍ରିୟ କରିଛି । ଚା’ବୋର୍ଡ ଅଫ୍ ଇଣ୍ଡିଆ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଚା’ ପିଇବା ତରିକା ବଦଳିବା ସହିତ ପ୍ରାୟ 80 ପ୍ରତିଶତ ଭାରତୀୟ କ୍ଷୀର ସହିତ ମସଲା ଚା’ କୁ ପସନ୍ଦ କରନ୍ତି। ତେବେ ଦେଖନ୍ତୁ କେମିତି ପ୍ରସ୍ତୁତ ହୁଏ ମସାଲା ଚା’?