କଞ୍ଚା ଆମ୍ବରେ ପ୍ରସ୍ତୁତ କରନ୍ତୁ ‘ଆମ୍ବ ପଣା’ - home remedies to treat sun stroke

🎬 Watch Now: Feature Video

thumbnail

By

Published : Jul 29, 2020, 6:45 PM IST

ଆମ୍ବ ପଣା ହେଉଛି ସବୁଠାରୁ ଲୋକପ୍ରିୟ ଗ୍ରୀଷ୍ମ ପାନୀୟ । ମିଠା ଓ ଖଟା ସ୍ବାଦ ମିଶି କରି ରହିଥାଏ । ଶୋଷ ମେଣ୍ଟାଇବା ବ୍ୟତୀତ ଏହାର ଏକାଧିକ ଗୁଣ ଅଛି ଯାହା ଆପଣଙ୍କ ଶରୀରର ଗ୍ୟାଷ୍ଟ୍ରୋ-ଇନଷ୍ଟେଣ୍ଟାଲ୍ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ସୋଡିୟମ୍ କ୍ଲୋରାଇଡ୍ (ଲୁଣ) ଓ ଲୌହ କ୍ଷୟକୁ ରୋକିଥାଏ । ଯକ୍ଷ୍ମା, ରକ୍ତହୀନତା, କଲେରା ଓ ଡିସେଣ୍ଟ୍ରି (ତରଳ ଝାଡା) ଭଳି ରୋଗକୁ ନିୟନ୍ତ୍ରଣ କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ କଞ୍ଚା ଆମ୍ବ, ଚିନି ଓ ଗୁଜୁରାତି ଆବଶ୍ୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.