ସମ୍ରିଧି ପେପରେକ୍ସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି - ସମ୍ରିଧି ପେପରେକ୍ସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
🎬 Watch Now: Feature Video
ଢେଙ୍କାନାଳ: ଢେଙ୍କାନାଳ ସମ୍ରିଧି ପେପରେକ୍ସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଗତକାଲି(ଗୁରବାର) ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ଥିବା ସମ୍ରିଧି ପେପରେକ୍ସ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯାଇଥିବା ଦେଖି ଫ୍ୟାକ୍ଟ୍ରି ନିକଟରେ ଥିବା ଇଟାଭାଟି କର୍ମଚାରୀମାନେ ଆଗ୍ନିଶମ ବାହିନୀ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ପାଖାପାଖି ଦୁଇ ଲକ୍ଷ ଟଙ୍କାର ଖଲିଚଉପତି, କଞ୍ଚା ମାଲ ସହିତ ମେସନାରୀ ସାମଗ୍ରୀ ଜଳିଯାଇଥିବା ସୂଚନା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST