thumbnail

ପିଙ୍କ୍‌ ବୁଥରେ ଭୋଟ ଦେଇ ଉତ୍ସାହିତ ନୂଆ ଭୋଟର

By

Published : Feb 24, 2022, 1:21 PM IST

Updated : Feb 3, 2023, 8:17 PM IST

ଭବାନୀପାଟଣା: ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା, କଲମପୁର ଓ ଥୁଆମୂଳ ରାମପୁର ବ୍ଲକରେ ଜାରି ରହିଛି ମତଦାନ । ମତଦାନ କେନ୍ଦ୍ର ଗୁଡିକରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ନୂଆ ଭୋଟରଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେଉଛି । ଏହାସହ ପିଙ୍କ ବୁଥରେ ଭୋଟ ଦେଇ ମହିଳା ଭୋଟର ବେଶ ଖୁସି ପ୍ରକାଶ କରିଛନ୍ତି । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.