thumbnail

By

Published : Aug 9, 2022, 1:58 PM IST

Updated : Feb 3, 2023, 8:26 PM IST

ETV Bharat / Videos

Exclusive Interview: ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

ଲକ୍ଷ୍ନୌ: ଭୋଜପୁରୀ ୱେବ୍ ସିରିଜ୍ 'ଲଙ୍କା ମେଁ ଡଙ୍କା' ମୁକ୍ତିଲାଭ କରିଛି । ୱେବ୍ ସିରିଜ୍ ରିଲିଜ୍ ଅବସରରେ ଅନେକ ଭୋଜପୁରୀ ଚଳଚ୍ଚିତ୍ର ତାରକା ଲକ୍ଷ୍ନୌରେ ପହଞ୍ଚିଥିଲେ । ଏହି ସମୟରେ ଇଟିଭି ଭାରତ ଟିମ୍‌ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ରେଭଡି ଏବଂ ସୁପରଷ୍ଟାର ରିତେଶ ପାଣ୍ଡେଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ପ୍ରିୟଙ୍କା ରେଭଡି ୱେବ୍ ସିରିଜ୍ 'ଲଙ୍କା ମେଁ ଡଙ୍କା' ସମ୍ପର୍କରେ କହିଥିବାବେଳେ ରିତେଶ ପାଣ୍ଡେ ଭୋଜପୁରୀ ଷ୍ଟାଇଲରେ ସଂଳାପ କହିଥିଲେ ଏବଂ 'ଲଙ୍କା ମେଁ ଡଙ୍କା'ର ଗୀତ ଗାଇଥିଲେ । ଦେଖନ୍ତୁ
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.