ଭୋଟ ଦେଲେ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ - ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦା

🎬 Watch Now: Feature Video

thumbnail

By

Published : Feb 20, 2022, 12:38 PM IST

Updated : Feb 3, 2023, 8:17 PM IST

ଭଦ୍ରକ: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ତିହିଡି ବ୍ଲକରେ ୩୧ଟି ପଞ୍ଚାୟତର ଓ ୪ଟି ଜିଲ୍ଲା ପରିଷଦ ଜୋନରେ ଚାଲିଛି ମତଦାନ । ଏହି ମହାପର୍ବରେ ବିରୋଧି ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ମଧ୍ୟ ସାମିଲ ହୋଇଛନ୍ତି । ବିଧାୟକ ନିଜ ଵୁଥ ତିହିଡି ବ୍ଲକ ଅନ୍ତର୍ଗତ ୬ନମ୍ବର ଜୋନରେ ଥିବା ମଙ୍ଗରାଜପୁରର ୨୨ନମ୍ବର ବୁଥରେ ଭୋଟ ଦେଇଛନ୍ତି । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.