ଜଗତ୍‌ଜନନୀଙ୍କ ମହାନବମୀ: ଭୁବନେଶ୍ବର ଷ୍ଟେସନ ବଜାରରୁ ପୂଜା ମଣ୍ଡପର ଦୃଶ୍ଯ... - Puja Mandap

🎬 Watch Now: Feature Video

thumbnail

By

Published : Oct 14, 2021, 4:45 PM IST

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ମହାନବମୀ ପୂଜା ଅନୁଷ୍ଠିତ । ଷ୍ଟେସନବଜାର ପୂଜା ମଣ୍ଡପରେ ସମସ୍ତ ରୀତିନୀତି ସହ ମା'ଙ୍କ ନବମୀ ପୂଜା ସଂପନ୍ନ ହୋଇଛି । ଗତକାଲି ମହାଷ୍ଟମୀ ପୂଜା ହୋମ ପରେ ଅନୁଷ୍ଠିତ ହୋଇଥିଲା ସନ୍ଧି ପୂଜା । କଟକଣା ଯୋଗୁଁ ମା'ଙ୍କ ପୂଜା ସ୍ଥାନରେ ଭକ୍ତଶୂନ୍ୟ ପରିବେଶ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.