ଲତା ଦିଦି@91: ବାଲୁକାକଳାରେ ସ୍ବର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - ବଲୁକା ଚିତ୍ର କଳାରେ ଶୁଭେଚ୍ଛା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8969879-thumbnail-3x2-man.jpg)
ପୁରୀ: ଆଜି ସ୍ବର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜନ୍ମଦିନ । 91 ବର୍ଷ ବୟସରେ ପାଦ ଥାପିଛନ୍ତି କୋକିଳକଣ୍ଠୀ । ଏହି ମହାନ କଣ୍ଠଶିଳ୍ପୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକା ଚିତ୍ର କଳାରେ ଲତା ମଙ୍ଗେସକରଙ୍କ ପ୍ରତିକୃତି ବନାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରାୟ 5 ଫୁଟର ଉଚ୍ଚତା ରହିଛି ଏହି ବାଲୁକାକଳା ଚିତ୍ରଟି।