କାଠଯୋଡୀ ଓ ମହାନଦୀରେ ମିଶୁଛି ନର୍ଦ୍ଦମା ପାଣି, ସବୁ ଜାଣି ପ୍ରଶାସନ ଚୁପ୍!

By

Published : Dec 19, 2020, 6:04 PM IST

thumbnail
କଟକ: ପ୍ରଦୂଷିତ ହେଉଛି ପୁରାତନ ସହରର ଦୁଇଟି ପ୍ରମୁଖ ନଦୀ। ସିଲଭର ସିଟି କଟକ କଡରେ ବହିଯାଉଥିବା ମହାନଦୀ ଓ କାଠଯୋଡିରେ ମିଶୁଛି ସହରର ତରଳ ବର୍ଜ୍ୟବସ୍ତୁ । ଯାହାକୁ ସଠିକ୍‌ ଭାବେ ବିଶୋଧନ କରାନଯାଇ ସିଧାସଳଖ ନଦୀ ଗର୍ଭକୁ ଛାଡି ଦିଆଯାଉଛି। ଫଳରେ ଉଭୟ ନଦୀର ଚଳନ୍ତା ପାଣି ବି ଏବେ କଳାକିଚିମିଚି ଦିଶୁଛି । ନଦୀ ପ୍ରଦୂଷିତ ହେଉଥିବାରୁ ତଳିଆ ଅଞ୍ଚଳ ଲୋକେ, ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ନାନା ରୋଗରେ ପଡୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.