କୋରୋନା ମୁକାବିଲା: ସୋଡିୟମ୍‌ ହାଇପୋକ୍ଲୋରାଇଟ ଛିଞ୍ଚନ କରିବ ଅଗ୍ନିଶମ ବିଭାଗ - fire officer sukant sethi

🎬 Watch Now: Feature Video

thumbnail

By

Published : Apr 1, 2020, 6:30 PM IST

କଟକ: କୋରୋନାକୁ ପ୍ରତିହିତ କରିବା ପାଇଁ ହେଲେ ସାନିଟାଇଜ ଆବଶ୍ୟକ । ଏଭଳି ପରିସ୍ଥିତିରେ ରାଜ୍ୟର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ହାଇପୋକ୍ଲୋରାଇଟ ଛିଞ୍ଚନ କରିବ ରାଜ୍ୟ ଅଗ୍ନିଶମ ବିଭାଗ । 2000 ଲିଟର ହାଇପୋକ୍ଲୋରାଇଟ, ରାଜ୍ୟ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ମହଜୁତ ରଖାଯାଇଛି । ରାଜ୍ୟର ପ୍ରାୟ 200ଟି ଅଗ୍ନିଶମ କାର୍ଯ୍ୟାଳୟକୁ ଏହା ପଠାଯିବ । ବିଭିନ୍ନ ଉପକରଣ ଦ୍ବାରା ଏହା ଛିଞ୍ଚନ କରାଯିବ । ଏନେଇ ଇଟିଭି ଭାରତକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ବିଭାଗର ଚିଫ୍‌ ଫାୟାର ଅଫିସର ଶୁକାନ୍ତ ସେଠୀ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.