'କାଲିର ଅତୀତ'କୁ ଜାତୀୟ ସମ୍ମାନ, ଖୁସି ଜାହିର କଲେ ନିର୍ଦ୍ଦେଶକ - kalira atita best odia film

🎬 Watch Now: Feature Video

thumbnail

By

Published : Mar 22, 2021, 9:05 PM IST

Updated : Mar 22, 2021, 9:31 PM IST

ଭୁବନେଶ୍ବର: ଜାତୀୟ ସମ୍ମାନରେ ସମ୍ମାନିତ ହେଲା ଓଡ଼ିଆ ଚଳଚ୍ଚିତ୍ର କାଲିର ଅତୀତ। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ବିବେଚିତ ହୋଇଛି କାଲିର ଅତୀତ। ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଏହା ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଜାତୀୟ ସମ୍ମାନରେ ସମ୍ମାନୀତ ହେବାପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଖୁସି ଜାହିର କରି ପ୍ରତିକ୍ରିୟା ଦେଇଛନ୍ତି। ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Mar 22, 2021, 9:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.