thumbnail

ନୀଳାଚଳେ ଜଗନ୍ନାଥ: ଅଧରପଣା ଓ ରଥ ଉପରେ 9 ହାଣ୍ଡି ଭଙ୍ଗା ରହସ୍ୟ

By

Published : Jul 3, 2020, 3:28 PM IST

ପୁରୀ: ସାରା ବିଶ୍ବରେ ଥିବା ସମସ୍ତ ମନ୍ଦିର ନୀତି ଅପେକ୍ଷା ଶ୍ରୀମନ୍ଦିର ନୀତି ସ୍ବତନ୍ତ୍ର ଓ ତତ୍ତ୍ବପୂର୍ଣ୍ଣ । ଶ୍ରୀଜଗନ୍ନାଥଙ୍କ ତତ୍ତ୍ବ ନୀତି, ବିଧିବିଧାନ ସବୁ ଗୁପ୍ତ, ଗମ୍ଭୀର, ବ୍ୟାପକ ଓ ରହସ୍ୟାରେ ଆଚ୍ଛାଦିତ । ଜଗନ୍ନାଥଙ୍କ ରୂପ ଯେପରି ଅଦ୍ଭୁତ ଓ ରହସ୍ୟମୟ, ସେହିପରି ମନ୍ଦିରର ନୀତିକାନ୍ତି ଗୁପ୍ତରହସ୍ୟର ମହାସମୁଦ୍ର । ତନ୍ମଧ୍ୟରୁ ଆଷାଢ ଶୁକ୍ଲ ଦ୍ବାଦଶୀ ଦିନ ନୀଳାଦ୍ରି ବିଜେର ପୂର୍ବଦିନ ଅର୍ଥାତ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କୁ ଅଧରପଣା ଲାଗି କରାଯାଏ । ଏହି ପଣାଭୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୃଢତତ୍ତ୍ବରେ ପରିପୂର୍ଣ୍ଣ । ଆସନ୍ତୁ ଜାଣିବା ଏହା ପଛର କାହାଣୀ ଓ ରହସ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.