ରୁଚିକା ପାହାଡରେ ଅଷ୍ଟଭୂଜା ଚାମୁଣ୍ଡା ମା' ଚର୍ଚ୍ଚିକା - ଶକ୍ତିପୀଠ
🎬 Watch Now: Feature Video
କଟକ: ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ କଟକ ବାଙ୍କୀ ଚର୍ଚ୍ଚିକାଙ୍କ ପୀଠ ଏକ ପ୍ରାଚୀନ ଶକ୍ତି ପୀଠ । ସେଠାରେ ମା' ଚର୍ଚ୍ଚିକା ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜିତା । ଏହି ତାନ୍ତ୍ରିକ ପୀଠକୁ ନେଇ ଅନେକ କିମ୍ବଦନ୍ତୀ ରହିଛି ।