thumbnail

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା, ଜାଣନ୍ତୁ କଣ କହୁଛନ୍ତି ଯାତ୍ରୀ

By

Published : Jan 16, 2020, 11:18 AM IST

କଟକ: ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ମାଲବାହୀ ଗାଡି ସହ ଧକ୍କା ହେବା ଫଳରେ ଟ୍ରେନର 8ଟି ବଗି ଲାଇନଚ୍ୟୁତ । କୁହୁଡି ଯୋଗୁଁ ସିଗନାଲ ଫେଲ ହୋଇ ଦୁର୍ଘଟଣା ହୋଇଥିବା ସୂଚନା । ଏନେଇ ନିର୍ଗୁଣ୍ଡି ଷ୍ଟେସନରୁ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.