thumbnail

ଜାଣନ୍ତୁ, ବାହୁଡା ଯାତ୍ରାରେ କଣ ରହିଛି ନୀତିକାନ୍ତି

By

Published : Jul 1, 2020, 8:28 AM IST

ପୁରୀ: ଆଜି ବାହୁଡା ଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ମହାବାହୁ । ସେଥିଲାଗି ଭୋର 4ଟାରୁ ମଙ୍ଗଳାଆଳତୀ ଶେଷ ହେବା ସହ ପହଣ୍ଡି ଆରମ୍ଭ ହୋଇଯାଇଛି । ଦିନ 12ଟାରେ ରଥଟଣା ଆରମ୍ଭ ହେବ । ତେବେ ବାହୁଡା ଦିନ ଶ୍ରୀଗୁଣ୍ଡିଚା ମନ୍ଦିରର ନୀତି ତଥା ବାହୁଡା ଯାତ୍ରାରେ କିଭଳି ବ୍ୟବସ୍ଥା ହୋଇଛି ସେନେଇ ସେବାୟତ ଡକ୍ଟର ଶରତ ମହାନ୍ତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.