ଧର୍ମ ମାସ କାର୍ତ୍ତିକ; ପୁରୀରେ ହବିଷ୍ୟାଳିଙ୍କ ଭିଡ - ଉତ୍ସବମୁଖର ପୁରୀ ଧାମ
🎬 Watch Now: Feature Video

ପୁରୀ: ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ହବିଷ୍ୟାଳି ଶ୍ରୀକ୍ଷେତ୍ରରେ ନିଜର ହବିଷ ବ୍ରତ ପାଳୁଥିବାବେଳେ ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରୀ ଧାମ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସବୁଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।