ହରିଦାସପୁର-ପାରାଦ୍ବୀପ ଟ୍ରେନଲାଇନରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି

By

Published : Mar 16, 2021, 10:24 AM IST

thumbnail
ନୂଆଦିଲ୍ଲୀ: ହରିଦାସପୁର-ପାରାଦ୍ବୀପ ଟ୍ରେନଲାଇନରେ ପାସେଞ୍ଜର ଟ୍ରେନ ଚଳାଇବାକୁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ ସୁବାସ ସିଂ । ଟ୍ରେନଲାଇନରେ ମାଲବାହୀ ଗାଡି ଯାଉଥିବାବେଳେ ପାସେଞ୍ଜର ଟ୍ରେନ ଚଳାଇବାକୁ ସେ ଦାବି କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 7ଟି ଜିଲ୍ଲାରେ ଟ୍ରେନ ଚାଲୁନଥିବା ମଧ୍ୟ ଗୃହରେ ଦର୍ଶାଇଛନ୍ତି ସାଂସଦ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.