thumbnail

ଦେଖନ୍ତୁ ଗୃହରେ କେମିତି ହେଉଛନ୍ତି ମହାରଥୀ

By

Published : Nov 27, 2019, 3:35 PM IST

ଭୁବନେଶ୍ବର: ଲୋୟର ସୁକତେଲ ଓ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଦାବିରେ ଗୃହରେ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବ୍ୟାନର ପ୍ରଦର୍ଶନ କରିଥିଲେ । ହେଲେ ସେ ହାତରେ ଧରିଥିବା ବ୍ୟାନରଟିକୁ କେମିତି ବିଜେଡି ବିଧାୟକ ପ୍ରଦୀପ ମହାରଥୀ ପିଲାଙ୍କ ଭଳି ଭିଡି ପକାଉଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.