ଦୟାକରି ପିଆଜ ମାଗି ଅପଦସ୍ତ କରନ୍ତୁ ନାହିଁ, ଗ୍ରାହକଙ୍କୁ ହୋଟେଲର ଗୁହାରୀ
🎬 Watch Now: Feature Video
ବାରଣାସୀ: ଖାଇବା ଥାଳିକୁ ସ୍ବାଦହୀନ କରିଦେଲାଣି ମହଙ୍ଗା ପିଆଜ। ସାଧାରଣ ଲୋକଙ୍କ ରୋଷେଇଶାଳଠୁ ଆରମ୍ଭ କରି ଛୋଟ ବଡ ହୋଟେଲ, ସବୁଠି ଗାଏବ ପିଆଜ । ବାରଣାସୀର କିଛି ହୋଟେଲର ଏହାକୁ ନଜରରେ ରଖି ରୋଚକପୂର୍ଣ୍ଣ ପଦକ୍ଷେପ ଉଠାଇଛି । ହୋଲେଟ ଏଣ୍ଟ୍ରାନ୍ସ ଏବଂ କାନ୍ଥରେ ପୋଷ୍ଟର ମାରି ଅନୁରୋଧ କରିଛନ୍ତି ପିଆଜ ମାଗି ଅପଦସ୍ତ କରନ୍ତୁ ନାହିଁ। ବଦଳରେ ମୂଳାର ବ୍ୟବହାର କରନ୍ତୁ ବୋଲି ଲେଖାଯାଇଛି। ଦେଖନ୍ତୁ ବିଶେଷ ରିପୋର୍ଟ ...