ସେନସେକ୍ସର 504 ପଏଣ୍ଟ ଲମ୍ଫ: 11,800 ଟପିଲା ନିଫ୍ଟି

🎬 Watch Now: Feature Video

thumbnail

By

Published : Nov 6, 2020, 12:44 PM IST

ମୁମ୍ବାଇ: ମଙ୍ଗଳବାର ବଜାର ବୃଦ୍ଧିର ସହ ବନ୍ଦ ହୋଇଛି । ସକରାତ୍ମକ ବୈଶ୍ବିକ ସଙ୍କେତ ପ୍ରଭାବରେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି, ଏସବିଆଇ ଭଳି ପ୍ରମୁଖ ବ୍ୟାଙ୍କିଙ୍ଗ ସେୟାର ଉପରମୁହାଁ ଯୋଗୁଁ ପ୍ରଫିଟରେ ବନ୍ଦ ହୋଇଛି କାରବାର । ବିଏସଇ 30 ସେୟାର ଆଧାରିତ ସେନସେକ୍ସ ମଙ୍ଗଳବାର 503.55 ପଏଣ୍ଟ ବଢି 40,261.13 ପଏଣ୍ଟ ରହିଥିଲା ବେଳେ ନିଫ୍ଟି 144.35 ପଏଣ୍ଟ ଉଛୁଳି 11,813.50 ପଏଣ୍ଟ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.