‘ଦେଶର ଆର୍ଥିକ ସ୍ଥିତି ବହୁତ ଗମ୍ଭୀର ଓ ବିପଦଜ୍ଜନକ’ - ଅର୍ଥବ୍ୟବସ୍ଥା ବଖାଣିଲେ ଜୟରାମ

🎬 Watch Now: Feature Video

thumbnail

By

Published : Jan 10, 2020, 2:15 PM IST

ନୂଆଦିଲ୍ଲୀ: ଏବେ ଦେଶର ଆର୍ଥିକ ସ୍ଥିତି ବହୁତ ଗମ୍ଭୀର ଓ ବିପଦଜ୍ଜନକ । ସରକାରଙ୍କ ରିପୋର୍ଟ ମୁତାବକ 2019-20 ଆର୍ଥିକ ବର୍ଷରେ ଜିଡିପି 5 ପ୍ରତିଶତକୁ ଖସିବ । ସେପଟେ ଦେଶର ବୃହତ୍ତ ବ୍ୟାଙ୍କ ଏସବିଆଇ ଅନୁମାନ ଅନୁଯାୟୀ ଅଭିବୃଦ୍ଧି ଦର 4.5 ପ୍ରତିଶତ ରହିପାରେ । ଏସବୁ ତଥ୍ୟକୁ ବଖାଣି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ପ୍ରଧାନମନ୍ତ୍ରୀ ସ୍ବୀକାର କରିବା ଦରକାର ଯେ, ତାଙ୍କ ଆର୍ଥିକ ନୀତି ବିଫଳ ହୋଇଛି । ଏଣୁ ସେ ମନମୋହନ ସିଂହଙ୍କ ସହ କଥା ହୋଇ ପରାମର୍ଶ ପଚାରିବା ଦରକାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.