UP assembly poll: ନାମାଙ୍କନ ଦାଖଲ ପାଇଁ ଦୌଡିଲେ କ୍ରୀଡାମନ୍ତ୍ରୀ, ଜାଣନ୍ତୁ କାରଣ - ଉତ୍ତର ପ୍ରଦେଶ କ୍ରୀଡାମନ୍ତ୍ରୀ ଦୈଡିବା ଘଟଣା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14381440-thumbnail-3x2-hgjk.jpg)
ଲକ୍ଷ୍ନୌ: ନାମାଙ୍କନ ଦାଖଲ କରିବା ପାଇଁ ଦୌଡି ଦୌଡି ଗଲେ କ୍ରୀଡାମନ୍ତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ବିଳମ୍ବ ହେବା କାରଣରୁ କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀ ନିଜ ସମର୍ଥକଙ୍କ ସହ ଦୌଡି ଦୌଡି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।