ଧଳାଚାଦରରେ ଆଚ୍ଛାଦିତ ଡେଲହାଉସି: ଜମୁଛି ପର୍ଯ୍ୟଟକଙ୍କ ଭିଡ, ଦେଖନ୍ତୁ ଭିଡିଓ - ହିମାଚଳ ପ୍ରଦେଶରେ ବରଫପାତ
🎬 Watch Now: Feature Video
ସିମଲା: ହିମାଚଳ ପ୍ରଦେଶର ଡେଲହାଉସି ଏବେ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି । ତୁଷାରପାତର ମଜା ନେବା ପାଇଁ ପର୍ଯ୍ୟଟଙ୍କ ଭିଡ ଜମୁଛି । ବରଫପାତ ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୪ ଫୁଟର ବରଫ ସହରରେ ଗଦା ହୋଇ ରହିଛି । ଏପରିକି ଯାନବାହାନ, ଘର ଗୁଡିକ ବରଫରେ ଆଚ୍ଛାଦିତ ହୋଇଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାସ୍ତା ଗୁଡିକରୁ ବରଫ ଗୁଡିକୁ ସଫେଇ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ