ବାଲୁକାଶିଳ୍ପୀ ସତ୍ୟ ମହାରଣାଙ୍କ ସ୍ବତନ୍ତ୍ର ଆଲୋଚନା, ଦେଖନ୍ତୁ ଭିଡିଓ

By

Published : Jan 1, 2021, 10:58 AM IST

Updated : Jan 2, 2021, 6:43 AM IST

thumbnail
ନବବର୍ଷ ପାଇଁ ନିଆରା କଳାକୃତି ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ସତ୍ୟ ମହାରଣା। ସତ୍ୟ ନିଜର ନିଖୁଣ କଳାରେ କୋଭିଡ୍ ୧୯ କୁ ନେଇ ବିଶ୍ବ ବାସୀଙ୍କୁ ସତର୍କତା ରହିବା ସହିତ ନିଜ ଘରେ ରହି ସତର୍କତା ସହିତ ନବବର୍ଷ ପାଳନ କରିବା ପାଇଁ କହିଛନ୍ତି। ଏହା ସହିତ କାଠରେ ଗୋଟିଏ ମୂର୍ତ୍ତିରେ ତିନି ଠାକୁରଙ୍କ ନାଗାର୍ଜୁନ ବେଶ, ଶ୍ରୀମନ୍ଦିର, ଘର, କୋଭିଡ୍ ଚେନ୍ , କୋଭିଡ୍ ୧୯ ସଚେତନତା ସହିତ ସମସ୍ତେ ମାସ୍କ ପରିଧାନ କରିବା ଏବଂ ପରସ୍ପର ଠାରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ କୋଭିଡ ଯୁଦ୍ଧ ବିରୋଧରେ ଲଢିଲେ ଦେଶର ବିଜୟ ସୁନିଶ୍ଚିତ ବୋଲି ବାର୍ତ୍ତା ଦେଇଛନ୍ତି । ଏନେଇ ତାଙ୍କ ସହିତ ସ୍ବତନ୍ତ୍ର ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ...
Last Updated : Jan 2, 2021, 6:43 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.