ଭାସିଲା ଯଶୋଦା ହସ୍ପିଟାଲ, କାନ୍ଥଧରି ଜୀବନ ବଞ୍ଚାଉଛନ୍ତି କର୍ମଚାରୀ-ରୋଗୀ ସମ୍ପର୍କୀୟ - ତେଲେଙ୍ଗାନାରେ ତାଣ୍ଡବ ରଚିଛି ବର୍ଷା

🎬 Watch Now: Feature Video

thumbnail

By

Published : Oct 14, 2020, 6:38 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ତାଣ୍ଡବ ରଚିଛି ବର୍ଷା । କେବଳ ରାସ୍ତାଘାଟ ନୁହେଁ ହସ୍ପିଟାଲରେ ବି ସମାନ ଦୃଶ୍ୟ । ବୁଧବାର ବର୍ଷାରେ ସହରର ସିକନ୍ଦରାବାଦସ୍ଥିତ ଯଶୋଦା ହସ୍ପିଟାଲରେ ଲହଡି ଭାଙ୍ଗିଥିଲା ବର୍ଷାପାଣି । ପରିସ୍ଥିତି ଏମିତି ଥିଲା ଯେ, ହସ୍ପିଟାଲ କର୍ମଚାରୀ ଏବଂ କିଛି ରୋଗୀ ସମ୍ପର୍କୀୟଙ୍କୁ ହସ୍ପିଟାଲ ଭିତରେ ପଶିଥିବା ବର୍ଷାପାଣିରେ ଭାସିଯାଉ ଥିବାବେଳେ ଏକ କାନ୍ଥର ସହାୟତା ନେବାପାଇଁ ପଡିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.