ସୁରଙ୍କ ପାଟିରେ ନାହିଁ ବାଡବତା: ସର୍ବସଧାରାଣରେ BDOଙ୍କୁ ଗାଳି, ଭିଡିଓ ଭାଇରଲ

By

Published : Dec 24, 2021, 8:44 PM IST

thumbnail
ଖୋର୍ଦ୍ଧା : ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବିଧାୟକ ସୁର ରାଉତରାୟଙ୍କ ପାଟିରେ ଲାଗୁନି ଲଗାମ । ଜଟଣୀ ବିଡ଼ିଓଙ୍କୁ ଅଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ସୁରଙ୍କ ଏଭଳି ଅଭାଷାରେ ଗାଳି ଗୁଲଜ ତାହା କେତେଦୂର ଠିକ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.