ଯୁଜୁମୁରା ଜୋନ1ରେ ଜିଲ୍ଲା ପରିଷଦ ଆସନ ହାତେଇବାକୁ ଦମ୍‌ ଲଗାଉଛି ବିଜେଡି

By

Published : Feb 10, 2022, 7:47 PM IST

Updated : Feb 3, 2023, 8:11 PM IST

thumbnail
ସମ୍ବଲପୁର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। କିଏ ଦଖଲ କରିବ ପଞ୍ଚାୟତ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି ।ସମ୍ବଲପୁର ଯୁଜୁମୁରା ଜୋନ 1 ଜିଲ୍ଲା ପରିଷଦ ସିଟ ପାଇଁ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ କବିତା ସାହୁ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି । ମୁଖ୍ୟତଃ ରାସ୍ତା ଘାଟ,ପାନୀୟ ଜଳ ପରି ସ୍ଥାନୀୟ ସମସ୍ୟା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରସଙ୍ଗ କରି ଭୋଟ ମାଗୁଛନ୍ତି ପ୍ରାର୍ଥୀ। ଏ ନେଇ ଯୁଜୁମୁରା ଜୋନ 1ରୁ ବିଜେଡି ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ବାଦଶାହ ଜୁସ୍ମନ ରଣା ।
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.