Municipal Polls: ଘରେ ଘରେ ଶଙ୍ଖ ବାଣ୍ଟି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

By

Published : Mar 17, 2022, 7:58 PM IST

Updated : Feb 3, 2023, 8:20 PM IST

thumbnail
କଟକ: ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ସିଏମସି ୪୭ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଇଂ ସୁବ୍ରତ ଘଡେଇ । ଘରକୁ ଘର ଯାଇ ଦଳୀୟ ଚିହ୍ନ ଶଙ୍ଖ ବାଣ୍ଟି ଭୋଟ ଭିକ୍ଷା କରୁଛନ୍ତି । ଏଥିସହ ନିର୍ବାଚନରେ ଜୟଯୁକ୍ତ ହେଲେ ୱାର୍ଡର ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.