thumbnail

ବିଚ ରାସ୍ତାରେ ମହିଳାଙ୍କୁ ଛୁରି ମାଡ, ସିସିଟିଭିରେ କଏଦ ଭିଡିଓ

By

Published : Jun 4, 2021, 9:30 PM IST

Updated : Jun 4, 2021, 10:23 PM IST

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ରୋହିଣୀ ଅଞ୍ଚଳରେ ଜଣେ ମହିଳାଙ୍କୁ ବାରମ୍ବାର ଛୁରି ଭୁଷିବାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ । ମହିଳାଙ୍କୁ ତାଙ୍କ ପଡୋଶୀ ଜଣକ ଛୁରୀରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Last Updated : Jun 4, 2021, 10:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.