ସିଏଏ ନେଇ ଉତ୍ତର-ପୂର୍ବ ଦିଲ୍ଲୀ ଅଶାନ୍ତ, ଶାନ୍ତି ବଜାୟ ରଖିବାକୁ ବିଜେପି ସାଂସଦଙ୍କ ନିବେଦନ - Manoj Tiwari appeals to maintain peace in delhi
🎬 Watch Now: Feature Video
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଛି । ପରିସ୍ଥିତି ଅଶାନ୍ତ ହୋଇପଡିଛି । ଫଳରେ ଦିଲ୍ଲୀରେ ଶାନ୍ତି ବଜାୟ ରଖିବାକୁ ବିଜେପି ସାଂସଦ ମନୋଜ ତିୱାରୀ ନିବେଦନ କରିଛନ୍ତି ।