ପାକିସ୍ତାନ ବିଧାନସଭାରେ ଗଣ୍ଡଗୋଳ, ଭିଡିଓ ଭାଇରାଲ୍... - pakistan assembly

🎬 Watch Now: Feature Video

thumbnail

By

Published : Mar 4, 2021, 12:51 PM IST

ହାଇଦ୍ରାବାଦ: ପଡୋଶୀ ଦେଶ ପାକିସ୍ତାନରେ ଇମ୍ରାନ ଖାନ ଦଳର ନେତା ନିଜ ନିଜ ମଧ୍ୟରେ ଝଗଡା କରିଛନ୍ତି। ସିନ୍ଧ ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ତେହେରିକ-ଇ-ଇନସାଫ ଦଳର ନେତାମାନେ ପିଟାପିଟି କରିଛନ୍ତି। ଝଗଡା ଏତେ ତୀବ୍ର ଥିଲା ଯେ ମହିଳା ନେତାଙ୍କୁ ସେଠାରୁ ପଳାୟନ କରିବାକୁ ପଡିଥିଲା। ବର୍ତ୍ତମାନ ସିନ୍ଧର ବିଧାନସଭାରେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରକାଶଥାଉକି, ସିନ୍ଧ ବିଧାନସଭାରେ ସିନେଟ ନିର୍ବାଚନ ପାଇଁ ଶେଷ ଦିନରେ ମତଦାନ ଅନୁଷ୍ଠିତ ହେବ। ଏହି ସମୟରେ ଇମ୍ରାନ ଖାନଙ୍କ ଦଳର ତିନିଜଣ ସଦସ୍ୟ ତେହେରିକ-ଇ-ଇନସାଫ ନିଜ ଇଚ୍ଛାରେ ଭୋଟ୍ ଦେବେ ବୋଲି ଘୋଷଣା କରିଛନ୍ତି। ଅର୍ଥାତ୍ ସେ ଦଳ ବିପକ୍ଷରେ ଭୋଟ୍ ଦେବାକୁ କହିଥିଲେ, ଯାହା ପରେ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.