ବରଫ ଚାଦରରେ ଘୋଡେଇ ହୋଇଛି ରୁଦ୍ରପ୍ରୟାଗ, ଦେଖନ୍ତୁ ଭିଡିଓ

By

Published : Dec 26, 2021, 10:54 PM IST

thumbnail
ଉତ୍ତରାଖଣ୍ତ :ପ୍ରବଳ ଥଣ୍ତାରେ ଥରୁଛି ଉତ୍ତରାଖଣ୍ତ । ଅତ୍ୟଧିକ ବରଫପାତ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଉତ୍ତରାଖଣ୍ତର ରୁଦ୍ରପ୍ରୟାଗରେ ପ୍ରବଳ ବରଫପାତ ହୋଇଛି । ଦେଖନ୍ତୁ ଏ ମନୋରମ ଦୃଶ୍ୟ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.