thumbnail

By

Published : Oct 23, 2020, 10:51 PM IST

ETV Bharat / Videos

ହିମାଚଳପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 7 ଘର

ସିମଲା: କିନ୍ନାଉର ଜିଲ୍ଲାର ପୁରବାନୀ ଗାଁରେ ଅଗ୍ନିକାଣ୍ଡ । ନିଆଁ ଲାଗି ସାତୋଟି ଘର ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶୁକ୍ରବାର ଅପରାହ୍ନ 3ଟା 30ରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ତୁରନ୍ତ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.