ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା, ବଞ୍ଚାଇଲେ ଆରପିଏଫ ପୋଲିସ - ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ମହିଳା
🎬 Watch Now: Feature Video
ଜୟପୁର: ଚଳନ୍ତା ଟ୍ରେନରୁ ଖସିଗଲେ ମହିଳା, ବଞ୍ଚାଇଲେ ଆରପିଏଫ ପୋଲିସ । ଏଭଳି ଘଟଣା ଘଟିଛି ରାଜସ୍ଥାନର ଦୌସା ରେଳ ଷ୍ଟେସନରେ । ରବିବାର ଦିନ ଦୌସା ରେଳଷ୍ଟେସନରେ ଚଳନ୍ତା ଟ୍ରେନରେ ମହିଳା ଜଣକ ଚଢିବା ବେଳେ ଗୋଡ ଖସିଯିବାରୁ ମହିଳା ଜଣକ ଖସିପଡିଥିଲେ । ତୁରନ୍ତ ଆରପିଏଫ ପୋଲିସ ଜଣକ ଉଠାଇଥିଲେ । ମହିଳାଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଥିଲେ ରେଳବାଇ ପୋଲିସ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ