thumbnail

‘ଜନତାଙ୍କୁ ଶୋଷଣ କରିବାରେ ଉଭୟ ରାଜ୍ୟ-କେନ୍ଦ୍ର ସିଦ୍ଧହସ୍ତ’

By

Published : Jul 17, 2021, 4:35 PM IST

ଚଳିତ ସପ୍ତାହର ଇଟିଭି ଭାରତ ଡିଜିଟାଲ ଡାଇଲଗରେ ଅଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ବର୍ତ୍ତମାନର ବର୍ଦ୍ଧିତ ତୈଳଦର ନେଇ ଉଭୟ ରାଜ୍ୟ-କେନ୍ଦ୍ର ଉପରେ ବର୍ଷିଲେ ନିରଞ୍ଜନ । ଦେଶରେ ଉତ୍ପାଦନ କିଭଳି ବଢିବ, ବେକାରୀ କିଭଳି ନିଯୁକ୍ତି ପାଇବେ ସେନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି । ସାକ୍ଷାତକାର: ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ୍, ଭୁବନେଶ୍ବର) ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.