thumbnail

By

Published : Mar 17, 2020, 11:30 PM IST

ETV Bharat / Videos

ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବାଚସ୍ପତି: ନିଖୋଜ 16 ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ଦାବି

ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ଭିତରେ ଘଡିକୁ ଘଡି ଘୋଡା ଛୁଟୁଛି । ମଙ୍ଗଳବାର ବାଚସ୍ପତି ଏନ.ପି ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ମଧ୍ୟପ୍ରଦେଶ ବିଧାନସଭାର ନିଖୋଜ 16 ଜଣ ବିଧାୟକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିବା ପାଇଁ ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.