ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଲେ ଅଚ୍ୟୁତ ସାମନ୍ତ

By

Published : Feb 10, 2021, 12:25 PM IST

thumbnail
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଲେ ବିଜେଡି ସାଂସଦ ଡ.ଅଚ୍ୟୁତ ସାମନ୍ତ । ଲୋକସଭାରେ ଦଳ ପକ୍ଷରୁ ଭାଗ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ସେ ନିଜର ମନ୍ତବ୍ୟ ରଖିଛନ୍ତି । ଏହାସହ ରାଜ୍ୟର ଅନେକ ଦାବି ସେ ଉଠାଇଛନ୍ତି । ଶେଷରେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.