thumbnail

ହଜରତ ବାଲ ଦର୍ଘାରେ 'ଇଦ-ମିଲାଦୁନ-ନବି' ପାଳିତ

By

Published : Nov 11, 2019, 3:13 PM IST

କାଶ୍ମୀର: ମହାଆଡମ୍ବର ସହକାରେ ପାଳନ ହୋଇଛି ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ଶାନ୍ତି, ଧର୍ମ, ନ୍ୟାୟର ପ୍ରତୀକ ମହାପୁରୁଷ ଥିଲେ ପ୍ରଫେଟ ମହମ୍ମଦ । ମହମ୍ମଦଙ୍କ ଜୟନ୍ତୀ ଅବସରରେ ଚଳଚଞ୍ଚଳ ହୋଇଛି ବିଭିନ୍ନ ଇସ୍ଲାମିକ ଧର୍ମ ଓ ଅନୁଷ୍ଠାନ । ଦେଖନ୍ତୁ ହଜରତ ବାଲ ଦର୍ଘାରେ ସାମୂହିକ ନମାଜ ପାଠ କରିବାର ସୁନ୍ଦର ଦୃଶ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.