ETV Bharat / bharat

ରାଶିଫଳ: କାହାକୁ ମିଳିବ ସୁସମ୍ୱାଦ, କାହାର ବଢ଼ିବ ଖର୍ଚ୍ଚ

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁମାନେ ଲାଭବାନ ହେବେ ? କେଉଁମାନେ କ୍ଷତି ସହିବେ ? ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ

author img

By ETV Bharat Odisha Team

Published : 2 hours ago

Rashifal
Rashifal (ETV Bharat Odisha)

ମେଷ: ଆପଣଙ୍କର ଆଧ୍ୟାତ୍ମିକ ଇଚ୍ଛା ଭୌତିକ ଇଚ୍ଛା ଠାରୁ ବଳବାନ ହୋଇପାରେ । ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ନିଜର ବ୍ୟବହାର ଓ ବାକ୍ୟାଳାପ ସମୟରେ ସତର୍କତା ଅବଲମ୍ୱନ କରନ୍ତୁ । ଆପଣ ନିଜର କଥା କହିବାର ଶୈଳୀକୁ ମାର୍ଜିତ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଆପଣଙ୍କ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ । ନୂତନ କର୍ମର ଶୁଭାରମ୍ଭ କରନ୍ତୁ ନାହିଁ । ଦୁର୍ନାମ ରଚୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ କୌଣସି ଏକ ଉତ୍ସରୁ ଅର୍ଥପ୍ରାପ୍ତି ହେବାର ଯୋଗ ଅଛି ।

Ajira Rashifala
Ajira Rashifala (ARIES)

ବୃଷ: ଆଜି ବିବାହ ଯୋଗ ରହିଛି । ଭ୍ରମଣର ଯୋଜନା କରିପାରନ୍ତି । ବିଦେଶରେ ଥିବା ସମ୍ପର୍କୀୟଙ୍କ ସୁଖବର ଖୁସିର କାରଣ ହେବ । ଆର୍ଥିକ ଖର୍ଚ୍ଚ ବଢିବ । ମାତ୍ର ଏହି ଖର୍ଚ୍ଚ ଅବାଟରେ ହେବ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବ୍ୟବସାୟରେ ଲାଭବାନ ହେବେ । ବିଦ୍ୟାର୍ଥୀ ପାଠପଢା ପ୍ରତି ଆଗ୍ରହୀ ହେବ ।

Ajira Rashifala
Ajira Rashifala (TAURUS)

ମିଥୁନ: ଆଜିର ଦିନ ଉତ୍କଣ୍ଠାପୂର୍ଣ୍ଣ ହେବ । ପାରିବାରିକ ଜୀବନ ଶାନ୍ତ ଓ ଆନନ୍ଦଦାୟକ ହେବ । ପୁରୁଣା କାମ ଶେଷ କରିବେ । ପ୍ରଶଂସା ପାଇବେ । ଖର୍ଚ୍ଚ ବଢିବ । ଅର୍ଥ ସଦୁପଯୋଗ କରିବାର ନିଷ୍ପତ୍ତି ନେବେ । ଶରୀର ସୁସ୍ଥ ରହିବ । ଅଯଥା ପ୍ରତିଦ୍ୱନ୍ଦିତା ମୁଳକ ପରିସ୍ଥିତି ଉପୁଜିବ । କିନ୍ତୁ କାହାରିକୁ କଟୁକଥା କହନ୍ତୁ ନାହିଁ ।

Ajira Rashifala
Ajira Rashifala (GEMINI)

କର୍କଟ: ଆଜି ଆରାମରେ ରୁହନ୍ତୁ । ଶାରୀରିକ ଓ ମାନସିକ ଅବସ୍ଥା ଖରାପ ହୋଇପାରେ । ମସ୍ତିଷ୍କ ତଥା ପେଟ ପାଇଁ ଗୋଳମାଳରେ ପଡିପାରନ୍ତି । ହଠାତ ଖର୍ଚ୍ଚ କରିବେ । ନୂଆ କାମ ଓ ଯାତ୍ରା କରନ୍ତୁ ନାହିଁ । ପଡ଼ୋଶୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ବାଧ୍ୟବାଧକତାରେ କାର୍ଯ୍ୟ କରିବାକୁ ପଡ଼ିପାରେ ।

Ajira Rashifala
Ajira Rashifala (CANCER)

ସିଂହ: ଆପଣଙ୍କ ପାଇଁ ଦିନଟି ସୁନ୍ଦର ଅଟେ । ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ । ଦେହ ଓ ମନ ଭଲ ରହିବ । ବିଚଳିତ ହେଲେ ନକାରତ୍ମକ କଥା ଚିନ୍ତା କରିବେ । ମାଆଙ୍କ ଦେହ ଭଲ ରହିବ ନାହିଁ । ନିଦ ଭଲ ହେବ ନାହିଁ । ମହିଳାମାନେ ପାଣି ପ୍ରତି ସତର୍କ ରୁହନ୍ତୁ । ଖାଦ୍ୟ ସମୟରେ ମିଳିବ ନାହିଁ । କର୍ମ କ୍ଷେତ୍ରରେ କଷ୍ଟ ମିଳିବ । ସମ୍ପତ୍ତିର ଧ୍ୟାନ ଦିଅନ୍ତୁ ।

Ajira Rashifala
Ajira Rashifala (LEO)

କନ୍ୟା: କିଛି କରିବା ଆଗରୁ ଦୁଇଥର ଭାବନ୍ତୁ । ସାଙ୍ଗଙ୍କ ସହ ଦିନଟି ଭଲରେ କାଟିବେ । ଭାବବିହ୍ୱଳ ହେବେ । ଅନ୍ତରଙ୍ଗ ଲୋକଙ୍କ ସହ ମିଶିବେ । ପୁଅ ସାଙ୍ଗ ସାହାଯ୍ୟ କରିବେ । କୌଶଳ କରି କାର୍ଯ୍ୟ ହାସଲ କରିବେ । ଯନ୍ତ୍ରତନ୍ତ୍ରର ପ୍ରୟୋଗ କରି କାମ ହାସଲ କରିବେ ।

Ajira Rashifala
Ajira Rashifala (VIRGO)

ତୁଳା: ମନ ବିଚଳିତ ରହିପାରେ । ନୂଆ କାମ କରିବାରେ ମନ ଦ୍ୱନ୍ଦରେ ରହିବ । ସାଙ୍ଗଙ୍କ ସହ ଶତ୍ରୁତା ଯୋଗୁଁ ବିଚଳିତ ରହିବେ । ସୁନ୍ଦର କାର୍ଯ୍ୟ ହାସଲ ବେଳେ ମନ ସ୍ଥିର ରହିବା ଆବଶ୍ୟକ । ଯାତ୍ରା ଆଗକୁ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଓ ସମ୍ପର୍କ ଭଲ ରହିବ ନାହିଁ ।

Ajira Rashifala
Ajira Rashifala (LIBRA)

ବିଛା: ଅନ୍ୟ ଦିନ ପରି ଆଜିର ଦିନ ଭଲ ରହିବ । ମନ ଓ ଶରୀର ଭଲ ରହିବ । ପରିବାର ବର୍ଗଙ୍କ ସହ ମନ ଖୁସି ରହିବ । ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଉପକାର ପାଇବେ । ପ୍ରେମିକ ପ୍ରେମିକାଙ୍କ ସହ ମଧୁର ସମ୍ପର୍କ ରହିବ । ସୁସମ୍ୱାଦ ପ୍ରାପ୍ତି ହେବ । ଯାତ୍ରା ଶୁଭ ହେବ । ପ୍ରେମାଳାପ ମଧୁରତାର ସହିତ ହେବ ।

Ajira Rashifala
Ajira Rashifala (SCORPIO)

ଧନୁ: ଆଜି ଏକ କଷ୍ଟଦାୟକ ଦିନ ହେବ । ଘରେ ପାଟିତୁଣ୍ଡରେ ବିବ୍ରତ ରହିବ । ନିଜେ ଠିକରେ କଥାବାର୍ତ୍ତା କରନ୍ତୁ । ରାଗରୁଷା ଠାରୁ ନିବୃତ ରୁହନ୍ତୁ । ସାବଧାନ ଆଜି ଦୁର୍ଘଟଣା ଘଟିପାରେ । ଶାରୀରିକ ସମସ୍ୟା ଦେଖାଦେବ ଓ ଖର୍ଚ୍ଚ ବଢିବ । କାର୍ଯ୍ୟଚାପ ରହିପାରେ । ମନରେ ଅସ୍ଥିରତା ରହିପାରେ ।

Ajira Rashifala
Ajira Rashifala (SAGITTARIUS)

ମକର: ଭଲପାଉଥିବା ବ୍ୟକ୍ତି ତଥା ସାଙ୍ଗଙ୍କ ସହିତ ଖୁସିରେ ଦିନ କାଟିବେ । ଏହି ଦିନ ସାମାଜିକ, କାର୍ଯ୍ୟକଳାପ ତଥା ସମସ୍ତ କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ସୁବିଧାରେ ନିଜ ଜୀବନ ସାଥୀ ଖୋଜି ପାଇବେ ଏବଂ ବିବାହ ପାଇଁ ସ୍ଥିର କରିପାରିବେ । ବୁଲି ଯାଇପାରନ୍ତି । ପରିବାରରେ କୌଣସି ଶୁଭ କାମ ସମ୍ପୂର୍ଣ୍ଣ ହୋଇପାରେ ।

Ajira Rashifala
Ajira Rashifala (CAPRICORN)

କୁମ୍ଭ: ଆଜି ସୁଫଳଦାୟକ ଦିନ ଅଟେ । ଅତି ସୁବିଧାର ସହ ସମସ୍ତ କାମ ସାରିବେ, ଯାହା ପାଇଁ ଆପଣ ଖୁସି ରହିବେ । କାର୍ଯ୍ୟସ୍ଥଳରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନିଜ କାମରେ ତୃପ୍ତ କରିବେ । ଯାହା ପାଇଁ ଏହା ପଦୋନ୍ନତି କରାଇବାରେ ସହାୟକ ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଅର୍ଥ ଲାଭ ହୋଇପାରେ । ପରିବାରରେ ଖୁସିର ଲହରୀ ଖେଳିବ ।

Ajira Rashifala
Ajira Rashifala (AQUARIUS)

ମୀନ: ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ । ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରା ଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ ।

Ajira Rashifala
Ajira Rashifala (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.