ରାପ୍ ସଙ୍ଗରେ ବୀରତ୍ବର ଗାଥା, କନେଷ୍ଟବଳ ଜୀବନ କୁମାରଙ୍କ ଭିଡିଓ ଭାଇରାଲ

By

Published : Jan 24, 2022, 10:07 PM IST

thumbnail
ଦେଶ ସୁରକ୍ଷା ପାଇଁ ସେନା ସହ ଦେଶର ପୋଲିସ ସବୁଠି ସବୁବେଳେ ସବୁ ସ୍ଥିତିରେ ରହିଛନ୍ତି ସଜାଗ ଓ ସତର୍କ । ସେନାର ବୀରତ୍ବ ପୋଲିସର ଦୁଃସାହାସିକ କର୍ତ୍ତବ୍ୟକୁ ନେଇ ଅନେକ ସମୟରେ ଅନେକ ଗୀତ ଫିଲ୍ମ ଆସିଛି । ହେଲେ ଜାତୀୟସ୍ତର ଏକ ଘରୋଇ ଟେଲିଭିଜନ (କଲର୍ସ) ରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଜାମ୍ମୁ କାଶ୍ମୀର ପୋଲିସର କନେଷ୍ଟବଳ ଜୀବନ କୁମାର ପୁରା ବର୍ଦ୍ଦି ସହ ଏକ ରାପ୍ ସଙ୍ଗ ପ୍ରଦର୍ଶନ କରିଛନ୍ତି। ଯାହାକୁ ନେଇ ଏବେ ସବୁଠି ପ୍ରଶଂସା । ଦେଖନ୍ତୁ ସେହି ଭିଡିଓ । ଭିଡିଓ ସୌଜନ୍ୟ @AdityaRajKaul

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.