ସବମରୀନ ଦିବସରେ ଭାରତୀୟ ନୌସେନା ଜାରି କଲା ଜୋଶ ଭରା ଭିଡିଓ - ସବମରୀନ ଦିବସ
🎬 Watch Now: Feature Video
53 ତମ ସବମରୀନ ଦିବସ ପାଳନ କରିଛି ଭାରତୀୟ ନୌସେନା । ଏହି ଅବସରରେ ନୌସେନା ପକ୍ଷରୁ ରିଲିଜ ହୋଇଛି ଏକ ଦମଦାର ଜୋଶ ଭରା ଭିଡିଓ । ଦେଶର ସବମେରିନ ନିଶ୍ଚିତ ଭାବରେ ଦୁନିଆର ସର୍ବୋତ୍ତମ ବୋଲି କହିଛି ନୌସେନା ।