ଦିଲ୍ଲୀରେ ପ୍ରବଳ ବର୍ଷା; ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅଟକିଲା ଗାଡି

By

Published : Jul 13, 2021, 2:39 PM IST

thumbnail
ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ବର୍ଷାରେ ସମ୍ପୂର୍ଣ୍ଣ ଦିଲ୍ଲୀ ସହର ଆକ୍ତାମାକ୍ତା ହୋଇଯାଇଥିବା ବେଳେ ରାଜରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ଟ୍ରାଫିକ ଭିଡ ବଢିଯାଇଥିଲା । ରାଜରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.