Panchaya Polls: ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାଜେଶ ମହାକୁଡଙ୍କ ସହ ସାକ୍ଷାତକାର - ଓଡିଶା ପଞ୍ଚାୟତ ନିର୍ବାଚନରେ ଯୁବନେତା
🎬 Watch Now: Feature Video
ବାଲେଶ୍ବର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୈଦାନରେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ଅନେକ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଓ ପ୍ରାର୍ଥିନୀ । ଖାଲି ଉଚ୍ଚ ଶିକ୍ଷିତ ନୁହେ ବରଂ ଯୁବଗୋଷ୍ଠୀଙ୍କ ଆଗ୍ରହ ମଧ୍ୟ ରାଜନୀତିରେ ଦେଖିବାକୁ ମିଳିଛି। ସେମିତି ଜଣେ ପ୍ରାର୍ଥୀ ହେଉଛନ୍ତି ଇଂ ରାଜେଶ ମହାକୁଡ । ବାଲେଶ୍ଵର ଜିଲ୍ଲା 5 ନଂ ଜୋନରୁ ବିଜେପି ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ପାଇଁ ଲଢେଇ କରୁଛନ୍ତି ରାଜେଶ । କଣ ରହିଛି ତାଙ୍କର ରାଜନୀତିର ଅଭିଳାଷ । କାହିଁକି ରାଜନୀତିରେ କଲେ ଏଣ୍ଟ୍ରି ? କଣ ରହିଛା ତାଙ୍କର ଭିଜନ ? ତମାମ ପ୍ରସଙ୍ଗରେ ରାଜେଶଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଜୀବନଜ୍ୟୋତି ନାୟକ...ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର
Last Updated : Jan 25, 2022, 7:40 PM IST