କେବଳ ଆଲୋଚନାରେ ହିଁ ଭାରତ-ଚୀନ ସୀମା ବିବାଦର ସମାଧାନ ସମ୍ଭବ: ଲେଫ୍ଟନାଣ୍ଟ ଜେନେରାଲ ଡିଏସ ହୁଡ୍ଡା

By

Published : Jun 17, 2020, 7:10 AM IST

thumbnail

ହାଇଦ୍ରାବାଦ: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଥିବା ନେଇ ଜଣାପଡିଛି । ପ୍ରଥମେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ 2 ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଥିଲା । ସେପଟେ ଚୀନର ମଧ୍ୟ 43 ଜଣ ସୈନ୍ୟ ମୃତାହତ ହୋଇଥିବା ସୂଚନା ମିଳୁଛି । ତେବେ ଏହି ପ୍ରସଙ୍ଗରେ ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଡିଏସ ହୁଡ୍ଡାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ନ୍ୟୁଜ୍‌ ଏଡିଟର ବିଲାଲ୍‌ ଭଟ୍ଟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.