ଅଶାନ୍ତ ସମୁଦ୍ର ବେକାବୁ ଝଡ; ଦେଖନ୍ତୁ ତାଉ'ତେ ତାଣ୍ଡବର ଦୃଶ୍ୟ...

By

Published : May 17, 2021, 3:58 PM IST

thumbnail
ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି ବାତ୍ୟା ତାଉ'ତେ । କେରଳ, ଗୋଆ, କର୍ଣ୍ଣାଟକରେ ତାଣ୍ଡବ ରଚିବା ପରେ ମହାରାଷ୍ଟ୍ରରେ ବି ଦେଖିବାକୁ ମିଳୁଛି ଏହାର ମହାପ୍ରଭାବ । କେଉଁଠି ଘର ଭାଙ୍ଗିଛି ତ ଆଉ କେଉଁଠି ଉପୁଡିଛି ଶହଶହ ଗଛ ଆଉ ବିଦ୍ୟୁତ ଖୁଣ୍ଟ । ତାଉ'ତେ ଯୋଗୁଁ ଉପକୂଳବର୍ତ୍ତୀ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବର୍ତ୍ତମାନ ଏହି ବାତ୍ୟା ଗୁଜୁରାଟ ଆଡକୁ ବଢୁଥିବାବେଳେ ସେଠାରେ ଏବେ ଭୟର ବାତାବରଣ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.