ମୁଣ୍ଡୁଳୀରେ ଗର୍ଜନ କରୁଛି ବନ୍ୟାଜଳ - ବନ୍ୟା ଖବର
🎬 Watch Now: Feature Video
କଟକ: ରାଜ୍ୟରେ ଲଗାଣ ବର୍ଷା ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଡ୍ୟାମର 46 ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସିତ ଜାରି ରହିଛି । ଆଜି ଏହି ବନ୍ୟା ଜଳ ମୁଣ୍ଡୁଳୀ ଦେଇ ପ୍ରବାହିତ ହେଉଛି । ମୁଣ୍ଡୁଳୀରେ ବର୍ତ୍ତମାନ 10 ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି ।