ଅପରୂପ ସୌନ୍ଦର୍ଯ୍ୟଭରା ବରଫାବୃତ୍ତ କେଦାରନାଥ ଧାମ, ଦେଖନ୍ତୁ ଭିଡିଓ - ବରଫରେ ଆଚ୍ଛାଦିତ ବାବା କେଦାରନାଥଙ୍କ ମନ୍ଦିର ପରିସର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10408797-276-10408797-1611824769751.jpg)
ଡେରାଡୁନ: ଉତ୍ତରାଖଣ୍ଡର କେଦାରନାଥ ଧାମ ଏବେ ଧଳାଚାଦର ତଳେ । ଏହି କେଦରପୁରୀର ପାହାଡ, ଚଲାପଥ ଠାରୁ ଆରମ୍ଭ କରି ବାବାକେଦାରନାଥଙ୍କ ମନ୍ଦିର ପରିସର ବି ବରଫରେ ଆଚ୍ଛାଦିତ ହୋଇ ରହିଛି । ତେବେ ଏହି ଦୃଶ୍ୟ ବେଶ୍ ଚିତାକର୍ଷକ । ଯୁଆଡେ ବି ନଜର ଯାଉଛି ଖାଲି ବରଫ ହିଁ ବରଫ । ତେବେ କେଦାରନାଥ ଧାମରେ ତୁଷାରପାତ ଜାରି ରହିଥିବାରୁ କେତେକ ସ୍ଥାନରେ 2 ଫୁଟ ତ କେଉଁଠି ତା' ଠାରୁ ଅଧିକ ଫୁଟର ବରଫ ଜମି ରହିଛି । ସୂଚନାଥାଉକି, ଗତ 16 ନଭେମ୍ବରରେ ବାବା କେଦାରନାଥଙ୍କ କବାଟ 6ମାସ ପାଇଁ ବନ୍ଦ କରାଯାଇଛି ।