ପତ୍ନୀଙ୍କ ସହ ଜଙ୍ଗଲ ସଫାରୀର ମଜା ନେଲେ ଅମିତ ଶାହା - Amit Shah in gujurat
🎬 Watch Now: Feature Video
ଗାନ୍ଧୀନଗର: ଜାତୀୟ ଏକତା ଦିବସ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ କାର୍ଯ୍ୟକ୍ରମ ଶେଷ ହେବା ପରେ ଗୃହମନ୍ତ୍ରୀ ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରୁ ସେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ପରିବର୍ତ୍ତେ ହଠାତ ପତ୍ନୀଙ୍କ ସହ କେଭାଡିଆ ଜଙ୍ଗଲ ସଫାରୀ ପାର୍କରେ ମଜା ନେଲେ ଶାହା ଦମ୍ପତି ।